ଦୁଇ-ରୂପୀ ଭାଷା

ଓଡ଼ିଆ ସାହିତ୍ୟ

ଦୁଇ-ରୂପୀ ଭାଷା
ସ୍ବଚ୍ଛନୀରା ତଟିନୀରେ ପ୍ରାତଃସ୍ନାନ କରି ସମାପନ ସ୍ବଗୃହକୁ କରିଥିଲି ମୁଁ ପ୍ରତ୍ୟାବର୍ତନ ------------------------------------------- ନଈର ସଫା ପାଣିରେ ମୁହିଁ ସକାଳ ଗାଧୁଆ ସାରି ନିଜର ଘରକୁ ତରତର ହୋଇ ଚଂଚଳ ଆସିଲି ଫେରି ------------------------------------------- *ସମଲ୍‌ପୁରି-କୋସ୍‌ଲି ଭାଷାଂତର୍‌* ନଦୀର୍‌ ଫଟିକ୍‌ ପାନିଥିଁ ମୁଇଁ ଝୁଲ୍‌ପୁଲୁଁ ଗାଧି ସାରି ବାଲାବାଲା ସେନୁ ନିଜର୍‌ ଘର୍‌କେ ଆଏଲିଁ ଝଟ୍‌ ଫିରି

What's Your Reaction?

like

dislike

love

funny

angry

sad

wow